Compartir
Siddhartha (en Oriya)
Hermann Hesse
(Autor)
·
Black Eagle Books
· Tapa Blanda
Siddhartha (en Oriya) - Hesse, Hermann ; Bhanja, Sanghamitra
25,26 €
26,59 €
Ahorras: 1,33 €
Elige la lista en la que quieres agregar tu producto o crea una nueva lista
✓ Producto agregado correctamente a la lista de deseos.
Ir a Mis Listas
Origen: Estados Unidos
(Costos de importación incluídos en el precio)
Se enviará desde nuestra bodega entre el
Martes 30 de Julio y el
Viernes 16 de Agosto.
Lo recibirás en cualquier lugar de España entre 1 y 5 días hábiles luego del envío.
Reseña del libro "Siddhartha (en Oriya)"
ନିର୍ବାଣ ପାଇଁ ଜିଜ୍ଞାସା ରଖିଥିବା ସିଦ୍ଧାର୍ଥ ଭିନ୍ନ ଭିନ୍ନ ଅନୁଭବ ଲାଭ କରି ପରିଶେଷରେ ନିର୍ବାଣ ଲାଭ କରିଥିଲେ । ପ୍ରତ୍ୟେକ ମଣିଷ ଯିଏ କିଛି ପ୍ରାପ୍ତିର ଆକାଂକ୍ଷା ରଖନ୍ତି, ତାଙ୍କୁ ସିଦ୍ଧାର୍ଥ ଭଳି ସାହସୀ ହେବାକୁ ହେବ । କେବଳ ନିଜ ଅନୁଭବ ଦ୍ୱାରା ହିଁ ମୋକ୍ଷପ୍ରାପ୍ତି ଅବା ନିର୍ବାଣ ସମ୍ଭବ । କାରଣ ଜ୍ଞାନକୁ ନା ଶିକ୍ଷା ଦିଆଯାଇପାରେ ନା ଅନ୍ୟର ଅନୁଭବରୁ ତାହା ଆମକୁ ମିଳେ । ନିଜସ୍ୱ ଅନୁଭବ ଦ୍ୱାରା ହିଁ ଜ୍ଞାନଲାଭ ସମ୍ଭବ । ମାନବ ନଦୀ ଭଳି ନିଜ ଭାବନାକୁ ପ୍ରତିରୋଧ ନ କରି ବହିଯିବାକୁ ଛାଡ଼ିଦେବା ଉଚିତ । ନଦୀର ମାର୍ଗରେ ଯଦି ବିଶାଳ ପଥରଖଣ୍ଡ ଆସି ଅନ୍ତରାୟ ସୃଷ୍ଟି କରେ ତେବେ ନଦୀର ସ୍ରୋତ ତା'ର ଚତୁଃପାଶ୍ୱର୍କୁ ଆପ୍ଳୁତ କରି ଆଗକୁ ବହିଚାଲେ । 'ସିଦ୍ଧାର୍ଥ' ଉପନ୍ୟାସରେ 'ଜ୍ଞାନ' ଏବଂ 'ଶିକ୍ଷା' ମଧ୍ୟରେ ଥିବା ପାର୍ଥକ୍ୟ ସୁସ୍ପଷ୍ଟ । ଶିକ୍ଷା ସମସ୍ତଙ୍କୁ ଦିଆଯାଇପାରେ; ମାତ୍ର କଠିନ ପରିଶ୍ରମ ଦ୍ୱାରା ଜ୍ଞାନପ୍ରାପ୍ତି ସମ୍ଭବ ଏବଂ ଏହା କେବଳ ମାନବର ଅନୁଭବ ଦ୍ୱାରା ହାସଲ ହୋଇପାରେ । ଜ୍ଞାନରୁ ହିଁ ମୋକ୍ଷ (ନିର୍ବାଣ) ଲାଭ ହୁଏ । ମାନବର ଭାଗ୍ୟ ଓ ତା'ର ଜୀବନର ମାର୍ଗ ତାକୁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼େ । ମଣିଷର ମନ ଯେଉଁଠାରେ ନିବିଷ୍ଟ ହୁଏ, ସେହିଠାରେ ହିଁ ଜ୍ଞାନ ତାକୁ ପ୍ରାପ୍ତ ହୁଏ । 'ମନ ମୂଳେ ଏ ଜଗତ' - ଏହା 'ସିଦ୍ଧାର୍ଥ' ଉପନ୍ୟାସର ଅନ୍ତଃସ୍ୱର ।
- 0% (0)
- 0% (0)
- 0% (0)
- 0% (0)
- 0% (0)
Todos los libros de nuestro catálogo son Originales.
El libro está escrito en Oriya .
La encuadernación de esta edición es Tapa Blanda.
✓ Producto agregado correctamente al carro, Ir a Pagar.